ରାଜଧାନୀରେ ୧୦ ଏକର ଜମି, ମୂଲ୍ୟ ମାତ୍ର ୨୫ ଲକ୍ଷ ଟଙ୍କା । ବିଶ୍ୱାସ ନ ହେଲେ ବି ସତ । ଏମିତି ଶାଗ ମାଛ ଦରରେ ରାଜଧାନୀର ମୂଲ୍ୟବାନ ଜମିକୁ କିସ୍ ହାତକୁ ଟେକି ଦେଇଛନ୍ତି ତତକାଳୀନ ବିଜେଡି ସରକାର। ସର୍ତ୍ତ ସବୁ ପୂରଣ ହୋଇନଥିଲେ ବି, ରେଗୁଲାରାଇଜେସନ ପ୍ରକ୍ରିୟାକୁ ସାରି ଦେଇଥିଲେ। ଏହି ପ୍ରକ୍ରିୟା ଉପରେ ଏବେ ରୋକ୍ ଲଗାଇଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ।
ପ୍ରଶ୍ନ ଉଠୁଛି କାହିଁକି ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଏହି ସଂସ୍ଥାକୁ ଅହେତୁକ ଅନୁକଂପା ଦେଖାଇଥିଲେ ବିଜେଡି ସରକାର ଆଉ ଅଧିକାରୀ ?
Published By: Satyendu Shekher Mishra
Last updated: 24 June 2024, 10:44 PM IST
ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ନେଇ ବଢିଲା ଆଶା। ରାଜ୍ୟ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ନବଙ୍କ ଝିଅ ଦୀପାଳି। ଆଇନ ମନ୍ତ୍ରୀଙ୍କ ଆହ୍ୱାନ ପରେ ଲିଖିତ ଅଭିଯୋଗ କରିବେ ବୋଲି କହିଛନ୍ତି ଦୀପାଳି ଦାସ।