Advertisment

ଦିଲ୍ଲୀପଙ୍କ ଘରେ EOW

ବିଜେଡି ନେତାଙ୍କ ଘରେ EOW । ବିଜେଡି ନେତା ଦିଲ୍ଲୀପ ନାୟକଙ୍କ ଘରେ EOW ଚଢ଼ାଉ । ଦିଲ୍ଲୀପ ନାୟକଙ୍କ ବାଦାମବାଡ଼ି ଘରେ EOWର ରେଡ୍ , କାରଣ ଅସ୍ପଷ୍ଟ । ନିମାପଡ଼ା ଆସନରେ ବିଜେଡିର ବିଧାୟକ ପ୍ରାର୍ଥୀ ଥିଲେ ଦିଲ୍ଲୀପ ନାୟକ ।

author-image
Tapan Kumar Swain