Advertisment

ସାଇବର୍ ଲୁଟେରାଙ୍କ ଟାର୍ଗେଟ୍‌ରେ ଉଚ୍ଚଶିକ୍ଷିତ

କେବଳ ଗାଁ ଗହଳିର ଅପାଠୁଆ ନୁହନ୍ତି, ସାଇବର୍ ଲୁଟେରାଙ୍କ ଟାର୍ଗେଟ୍ ରେ ଉଚ୍ଚଶିକ୍ଷିତ, କୋଟିପତି ଓ ବ୍ୟବସାୟୀ। ଟ୍ରେଡିଂ କିମ୍ବା ଅନଲାଇନ୍ କାରବାର କରୁଥିବା ଲୋକଙ୍କୁ ନିଜ ଜାଲରେ ଫସାଉଛନ୍ତି। କମ୍ ସମୟରେ ଅଧିକ ରିଟର୍ଣ୍ଣ ପାଇବାର ଲୋଭନୀୟ ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କାର ଚୂନ ଲଗାଉଛନ୍ତି।

author-image
Sujit kumar Swain

Cyber Frauds
Advertisment
Advertisment