କମିଶନରେଟ ପୋଲିସର ଚିନ୍ତା ବଢାଉଛି ସାଇବର ଫ୍ରଡ୍ । ଗତ ୬ ମାସରେ ସାଇବର ଠକ ଠକିଲେଣି ପ୍ରାୟ ୬ କୋଟି ଟଙ୍କା । ଡେବିଟ ଓ କ୍ରେଡିଟ କାର୍ଡରେ ସାର୍ବାଧିକ ଠକେଇ ହେଉଥିବା ନେଇ ସୂଚନା ଦେଲେ କମିଶନରେଟ ପୋଲିସ । ସିନିୟର ସିଟିଜେନଙ୍କୁ ଅଧିକ ଟାର୍ଗେଟ କରୁଛନ୍ତି ସାଇବର ଫ୍ରଡ୍ ।
Published: Sarbeswar
Last updated: 14 July 2021, 11:33 AM IST
ଲଗାଣ ବର୍ଷା ପରେ ଏବେ ଉତ୍ତର ଭାରତରେ ସୃଷ୍ଟି ହୋଇଛି ଧ୍ୱଂସର ଲୀଲା । ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶହ ଶହ ସଂଖ୍ୟାରେ ଘର ଭାଙ୍ଗିଛି ।