Advertisment

ସ୍ୱାମୀକୁ ଏମିତି ଜୀଅନ୍ତା ପୋଡି ମାରିଥିଲା ପତ୍ନୀ

ଇଏ ହେଉଛି ସେହି ଘର। ଏଇଠି ଢ଼ାଳିଥିଲେ ପେଟ୍ରୋଲ ଆଉ ଲଗାଇଥିଲେ ନିଆଁ। ଏମିତି ଜାଳି ମାରିଥିଲେ ଫରେଷ୍ଟରଙ୍କୁ। ତାଙ୍କୁ ଅତି କଲବଲ କରି ଜୀଅନ୍ତା ଜାଳି ଦେଇଥିଲେ ପତ୍ନୀ ଓ ପୁଅ।

author-image
Tapaswini Nayak

ଇଏ ହେଉଛି ସେହି ଘର। ଏଇଠି ଢ଼ାଳିଥିଲେ ପେଟ୍ରୋଲ ଆଉ ଲଗାଇଥିଲେ ନିଆଁ। ଏମିତି ଜାଳି ମାରିଥିଲେ ଫରେଷ୍ଟରଙ୍କୁ। ତାଙ୍କୁ ଅତି କଲବଲ କରି ଜୀଅନ୍ତା ଜାଳି ଦେଇଥିଲେ ପତ୍ନୀ ଓ ପୁଅ। ଆଉ ଏଠି ଛଟପଟ ହୋଇ ଫରେଷ୍ଟରଙ୍କ ଉଡିଯାଇଥିଲା ପ୍ରାଣବାୟୁ। ନୟାଗଡ ପଞ୍ଚରିଡାର ଫରେଷ୍ଟ ରେଞ୍ଜର ଶିଶୁର ସାହୁଙ୍କ ହତ୍ୟା ମାମଲାର ରହସ୍ୟ ଭେଦିଛି ପୋଲିସ।

Advertisment
Nayagarh
Advertisment
Advertisment