Gold Chain Snatch
Advertisment
ଘାତକ ସାଜିପାରେ ଆପଣଙ୍କ ବେକର ସୁନା ଚେନ୍ । କାରଣ, ସୁନା ଚେନ୍ ଝାମ୍ପିନେବାକୁ ଲୁଟେରାଙ୍କ ଉଦ୍ୟମ ବେଳେ କେବଳ ଯେ, ଲହୁଲୁହାଣ ହୋଇପାରନ୍ତି ତା ନୁହେଁ, ଆପଣଙ୍କ ଜୀବନ ବି ଚାଲିଯାଇପାରେ । ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରେ । ଦିନ ଆଲୁଅରେ ବେକରୁ ଚେନ୍ ଛିଣ୍ଡାଇ ନେବାକୁ ଦୁର୍ବୃତ୍ତ ଉଦ୍ୟମ କରିଥିବା ବେଳେ ମହିଳା ଜଣକ ତଳେ ପଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ଯାହାକୁ ନେଇ ସବୁଠି ଏବେ ଉଦବେଗ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us