constable-wife-ends-her-life-by-hanging-herself
ପୁଣି ହାରାସମେଣ୍ଟ। ପୁଣି ଟର୍ଚ୍ଚର। ପୁଣି ଯୌତୁକ ନିର୍ଯାତନା। ପୁଣି ଜଳିଲା ନବବଧୂର ଚିତା। ହାତରୁ ମେହେନ୍ଦି ନ ଲିଭୁଣୁ, ଲିଭିଗଲା ଜୀବନ ଦୀପ। ଚାରି ମାସର ପ୍ରେମ ବିବାହର ଅତ୍ମହତ୍ୟାରେ ଘଟିଲା ଅନ୍ତ। ଝୁଲି ପଡିଲେ ନବବଧୂ। ଆତ୍ମହତ୍ୟା ପୂର୍ବରୁ କାନ୍ଦି କାନ୍ଦି ଇନ୍ଷ୍ଟାଗ୍ରାମରେ ଲାଇଭ୍ ଭିଡିଓ କରି ବଖାଣିଲେ ଗୋଟି ଗୋଟି କଥା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)