Advertisment

ଧରାପଡ଼ିଗଲା ବୟଫ୍ରେଣ୍ଡ

ପଟ୍ଟାମୁଣ୍ଡାଇ ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ବୟଫ୍ରେଣ୍ଡକୁ ଧରିଛି ପୋଲିସ୍ । ଚେନ୍ନାଇରୁ ଅଭିଯୁକ୍ତକୁ ଧରିଛି । ତାଙ୍କୁ ବିମାନ ଯୋଗେ କେନ୍ଦ୍ରାପଡ଼ା ଅଣାଯାଉଛି। ତାଙ୍କୁ ଏକ ଅଜଣା ଜାଗାରେ ରଖି ଘନଘନ ପଚରାଉଚରା କରାଯିବ ।

author-image
Tapan Kumar Swain