Advertisment

ଖୋଲିବ ତ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ଗୁମର?

ବଲାଙ୍ଗିର ରେ ନକଲି ସାର୍ଟିଫିକେଟ୍ କେଳେଙ୍କାରୀର ତନାଘନା ପୋଲିସ ପରେ କ୍ରାଇମବ୍ରାଞ୍ଚ କାଲି ବଲାଙ୍ଗିର ପହଞ୍ଚିବା ପରେ ଆଜି ପ୍ରଥମେ ପୋଲିସଠୁ ମାମଲା ନେବା ପରେ ତଦନ୍ତ ଆରମ୍ଭ କରି ଦେଇଛି ୫ ଜଣିଆ କ୍ରାଇମ୍ ବ୍ରାଞ୍ଚ ଟିମ୍ । ପ୍ରଥମ ଦଫାରେ ଟିମର ସଦସ୍ୟମାନେ ନକଲି ସାର୍ଟିଫିକେଟର ଅସଲି କାର୍ପଟଦାର ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରକୁ ଯାଇ ଥିଲେ ।

Advertisment

ଜାଲ ସାର୍ଟିଫିକେଟକୁ ନେଇ ସାରା ରାଜ୍ୟରେ ତମ୍ବିତୋଫାନ ପରେ କେନ୍ଦ୍ରସ୍ଥଳ ବଲାଙ୍ଗିରରେ କ୍ରାଇମବ୍ରାଞ୍ଚର ତନାଘନା । ତଦନ୍ତର ପ୍ରଥମ ଦିନରେ ପୋଲିସ ପାଖରୁ କେଶ ନେଇ ରାକେଟର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ କୋଚିଂ ସେଣ୍ଟରରେ ଛାନଭିନ୍ କରିଛି ୫ ଜଣିଆ ଟିମ୍। ଆଉ ଏପଟେ ଜାଲ ସାର୍ଟିଫିକେଟରେ ବିଜେଡି ଲିଙ୍କ ଥିବାରୁ ତଦନ୍ତକୁ ବାଟବଣା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ବୋଲି ଅଭିଯୋଗ କରି ବର୍ଷିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। ଯାହାର ଜବାବ ରଖିଛି ବିଜେଡି।...

Advertisment
Crime Branch Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ