Advertisment

ସ୍ତ୍ରୀ ଜାଳିଦେଲା ଟଙ୍କା ନାଳ ହେଲା ଜାମ୍

ମଧୁବନୀର ଗ୍ରାମୀଣ ବିଭାଗର ସୁପରିଣ୍ଟେଡେଣ୍ଟ ବିନୋଦ କୁମାର ରାୟଙ୍କ ଘରେ ଛାପା ପଡିଲା । ଜଣେ ସୁପରିଣ୍ଟେଣ୍ଟଙ୍କ ଘରୁ ଏତେ ସମ୍ପତ୍ତି ଦେଖି କାବା ଯାଞ୍ଚ ଟିମ୍ । କୋଟି କୋଟି ଟଙ୍କାର ଜମି କାଗଜପତ୍ର, ଲକ୍ଷ ଲକ୍ଷ ଟଙ୍କର ସୁନା,ରୁପା ଗହଣା ମିଳିଲା । ସବୁଠାରୁ ମଜା କଥା ହେଲା, ବିନୋଦଙ୍କ ସ୍ତ୍ରୀ ରେଡ୍ ଭୟରେ ୧୨ ଲକ୍ଷ ୫୦ ହଜାର ଜାଳିଦେଇଥିଲେ । ୫୦୦ ଟଙ୍କିଆ ନୋଟ ସବୁକୁ ପୋଡି ବାଥରୁମରେ ଫ୍ଲସ କରିଦେଇଥିଲେ ଆଉ ଅଧା ଟଙ୍କା ପାଣି ଟାଙ୍କି ଏବଂ ରୋଷେଇ ଘରେ ଲୁଚେଇକି ରଖିଥିଲେ।

author-image
Tapan Kumar Swain