Actress
ସେକ୍ସ ରାକେଟରେ ଫସିଲେ ଅଭିନେତ୍ରୀ । ବଙ୍ଗଳା ଇଣ୍ଡଷ୍ଟ୍ରିର ନାୟିକା ଗିରଫ । ଅଭିନେତ୍ରୀଙ୍କ ଟାର୍ଗେଟରେ ବଡ ବଡିଆ ଲୋକ । ବଙ୍ଗାଳୀ ଅଭିନେତ୍ରୀ ଅନୁଷ୍କା ମୋନି ମୋହନ ଦାସ, ଯିଏ କି ମୁନ୍ ଦାସ ନାମରେ ପରିଚିତ ତାଙ୍କୁ ଥାନେ ପୋଲିସ ଗିରଫ କରିଛନ୍ତି । ଅସାମାଜିକ କାଯ୍ୟରେ ଜଡିତ ଥିବା ଅଭିଯୋଗରେ ଧରାପଡିଛନ୍ତି । ପୋଲିସର କହିବା ଅନୁସାରେ, ମୁନ୍ ଦାସ୍ ବେଶ୍ୟାବୃତ୍ତି ରାକେଟ ଚଲାଉଥିଲେ ଏବଂ ସିନେମା ଇଣ୍ଡଷ୍ଟ୍ରିର ଅଭିନେତ୍ରୀମାନଙ୍କୁ ବାଧ୍ୟ କରୁଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)