Advertisment

Murder: ପୋଲିସ ବିଭାଗରେ ଥିଲା ଏତେ ବଡ଼ କ୍ରିମିନାଲ୍!

ମୃତ ପୋଲିସ୍ କନଷ୍ଟେବଳ ଶୁଭମିତ୍ରାଙ୍କ ପୂର୍ବରୁ ଅଭିଯୁକ୍ତ ଦୀପକ ରାଉତ ଢେଙ୍କାନାଳ ତଳିପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲା। ୨୦୧୮ରେ ଅପର୍ଣ୍ଣାଙ୍କ ସହ ଦୀପକର ହୋଇଥିଲା ପ୍ରେମ ବିବାହ। ତେବେ ୨୦୨୨ରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା ବୋଲି ଦୀପକ କହିଥିଲା। ଭୁବନେଶ୍ବରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବା ପରିବାରକୁ ସୂଚନା ଦେଇଥିଲା ଦୀପକ। ଅପର୍ଣ୍ଣା କାରରୁ ଓହ୍ଲାଇବା ବେଳେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ତେବେ ଆମ୍ବୁଲାନ୍ସ ବିଳମ୍ବ ହେବାରୁ ହସ୍ପିଟାଲ ନେବାରେ ବିଳମ୍ବ ହୋଇଥିଲା। ଚିକିତ୍ସାଧିନ ଅବସ୍ଥାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିଲା। ହେଲେ ଏହି ଘଟଣା ଏକ ନାଟକ ଥିଲା ଓ ଦୀପକ ମିଛ କାହାଣୀ କହି ଆମ ଝିଅକୁ ହତ୍ୟା କରିଥିଲା ବୋଲି ଅପର୍ଣ୍ଣାଙ୍କ ପରିବାର ଅଭିଯୋଗ ଆଣିଛନ୍ତି।

author-image
Tapan Kumar Swain