Advertisment

ସ୍ତ୍ରୀ ଆଗରେ ସ୍ବାମୀକୁ ଗୁଳି,

ରବିବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପ୍ରଥମେ ଗୁଳି କରିବା ପରେ ଗୋଡେଇ ଗୋଡେଇ ପଥରରେ ଛେଚି ହତ୍ୟା କରିଛନ୍ତି। ଢେଙ୍କାନାଳ ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

author-image
Tapaswini Nayak

Dhenkanal
Advertisment
Advertisment