Gang Rape
ରଜରେ ସମସ୍ତେ ଖୁସିଥିଲେ... ମୁଁ ବି ଖୁସିଥିଲି... ବେଳାଭୂମିଟା ଯେମିତି ଖୁସିରେ ଫାଟିପଡ଼ୁଥିଲା । ଅନେକ ପର୍ଯ୍ୟଟକ ଥିଲେ । ଧୀରେ ଧୀରେ ରାତି ବଢ଼ୁଥିବାରୁ ବେଳାଭୂମି ବି ଖାଲି ହେଉଥିଲା । ଆମେ ବି ଆଉ ଘେରାଏ ବୁଲି ଆସି ଫେରିଯିବାକୁ ଚିନ୍ତା କରିଥିଲୁ । ହେଲେ ସେଇ ରାତିର ଅନ୍ଧକାର ଭିତରେ ୧୦ଜଣ ସୈତାନ ଛପି ବସିଥିଲେ । ନାଁକୁ ସିନା ୪ଜଣ ନାବାଳକ ଥିଲେ । ହେଲେ ନରରାକ୍ଷସ ଠାରୁ ବି ସେମାନେ କିଛି କମ୍ ନଥିଲେ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)