mask
Advertisment
ସରକାରଙ୍କୁ ପୁଣି ଘାରିଲା କୋଭିଡ୍ ସଂକ୍ରମଣ ଚିନ୍ତା । ସ୍ୱାସ୍ଥ୍ୟାନୁଷ୍ଠାନରେ ବାଧ୍ୟତାମୂଳକ ହେଲା ମାସ୍କ । ରାଜ୍ୟରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଜନସ୍ୱାସ୍ଥ୍ୟ ବିଭାଗ। ସେପଟେ ଆଶ୍ୱସ୍ତିର କଥା ହେଲା, ଦୈନିକ କୋଭିଡ୍ ସଂକ୍ରମଣ ଟ୍ରେଣ୍ଡ ଗତ ୨୩ ତାରିଖରେ ୫୦୦ ଟପିବା ପରେ ଏବେ ଏହା ତଳମୁହାଁ ହୋଇଛି। ତେବେ ସମସ୍ତଙ୍କୁ ଆଉ କିଛି ଦିନ ଜଗିରଖି ଚଳିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us