No need to panic, says Health Dept after Odisha detects first COVID case in 2025
Advertisment
ରାଜ୍ୟକୁ ଫେରିଲା କରୋନା
ରାଜ୍ୟକୁ ଫେରିଲା କରୋନା । କେରଳ, ମହାରାଷ୍ଟ୍ର, ତାମିଲନାଡୁ, ଗୁଜରାଟ ଭଳି ୧୧ ରାଜ୍ୟରେ ପାଦ ଥାପି ସାରିଥିବା ଏହି ମହାମାରୀ ଏବେ ଓଡ଼ିଶା ପଶିଛି । ଗତକାଲି ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ଚଳିତ ବର୍ଷର ରାଜ୍ୟର ପ୍ରଥମ କୋଭିଡ୍ ପଜିଟିଭ୍ । ଏପଟେ ସ୍ୱାସ୍ଥ୍ୟ ବିଭାଗ କହିଛି, କୋଭିଡକୁ ନେଇ ସଂପୂର୍ଣ୍ଣ ସଜାଗ ଅଛୁ । ନିୟନ୍ତ୍ରଣ ଭିତରେ ରହିଛି ପରିସ୍ଥିତି । ଭୟଭୀତ ହେବାର କୌଣସି କାରଣ ନାହିଁ। କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଭିଡ୍ ନେଇ କୌଣସି ନୂଆ ନିର୍ଦ୍ଦେଶନାମା ଜାରି ହୋଇନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us