ନୂଆଦିଲ୍ଲୀ: କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ୍‌ ଚିହ୍ନଟ ଓ ୟୁରୋପରେ ଏହାର ଦ୍ରୁତ ସଂକ୍ରମଣ ଖବର ପରେ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଦେଖିବାକୁ ମିଳିଛି। Sensex ଆଜି ୧୪ ଶହ ପଏଣ୍ଟ ଖସିଛି। ୭ ମାସରେ ଏହା ହେଉଛି ଗୋଟିଏ ଦିନରେ ସର୍ବାଧିକ ହ୍ରାସ। ଏପରିକି Nifty ୧୭ ହଜାର ତଳକୁ ଖସି ଆସିଛି। ଏସିଆର ସବୁ ଶେଆର ମାର୍କେଟ କ୍ରାଶ୍‌ ହୋଇଥିବା ଜଣାପଡ଼ିଛି