କାମ କଲା ମୋଦି ଗ୍ୟାରେଣ୍ଟି, ଆଶାଠୁ ୩ ଗୁଣା ଭରିଗଲା ଉତ୍କର୍ଷ ଓଡ଼ିଶାର ଅଣ୍ଟି । ୧୬ ଲକ୍ଷ କୋଟିରୁ ଅଧିକ ନିବେଶ ଆଗ୍ରହ ଏବଂ ପ୍ରାୟ ୧୩ ଲକ୍ଷ ନିଯୁକ୍ତି ସମ୍ଭାବନା ସହ ନୂଆ ଇତିହାସ ରଚିଛି ନୂଆ ସରକାରର ପ୍ରଥମ ଶିଳ୍ପ ମହାକୁମ୍ଭ । ତେବେ ଏଥିରେ ବିପୁଳ ନିବେଶ ଆଗ୍ରହ ସତ୍ତ୍ବେ ବାସ୍ତବତାକୁ ନେଇ ପ୍ରକାଶ ପାଇଛି କଳ୍ପନାଜଳ୍ପନା ।