Advertisment

କମିଲାଣି ସୁନାଦର !

ପାର୍‌ କରିଥିଲା । ହେଲେ ଏଇ କିଛି ଦିନ ହେବ ଏଥିରେ ବ୍ରେକ୍‌ ଲାଗିବା ସହ ଧୀରେ ଧୀରେ ଦର ହ୍ରାସ ପାଇବାରେ ଲାଗିଲାଣି ।

author-image
Tapaswini Nayak

ସୁନା ଦରରେ ବଡ଼ ପରିବର୍ତ୍ତନ ! ଆକାଶ ଛୁଆଁ ପରେ ଏବେ ଖସୁଛି ଦାମ୍‌ । ଏବେ ସୁଦ୍ଧା ଖସିଲାଣି ୭ ପ୍ରତିଶତ ସୁନା ଦର । ହଠାତ୍‌ ସୁନା ଦର ହୁ ହୁ ହୋଇ ବଢ଼ି ଏକ ଲକ୍ଷ ପାର୍‌ କରିଥିଲା । ହେଲେ ଏଇ କିଛି ଦିନ ହେବ ଏଥିରେ ବ୍ରେକ୍‌ ଲାଗିବା ସହ ଧୀରେ ଧୀରେ ଦର ହ୍ରାସ ପାଇବାରେ ଲାଗିଲାଣି ।

Advertisment
Gold Prices Fall Gold
Advertisment
Advertisment