Who Is Responsible for Cuttack Station Roof Collapse?
Advertisment
କଟକ ଷ୍ଟେସନରେ ଅଘଟଣ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା। ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ି ପଡ଼ିଛି। ଅପରାହ୍ନ ୩ଟା ୪୫ରେ ଘଟିଛି, ଟ୍ରାକ୍ ୧ ଓ ୨ରେ ଯାତାୟାତ ବାଧାପ୍ରାପ୍ତ। କେହି ମୃତାହତ ହୋଇ ନାହାନ୍ତି, ୪୫ ମିନିଟ୍ ଭିତରେ ଠିକ୍ ହୋଇଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us