Advertisment

ମାମୁ ଭଣଜା ଉପରେ ଚଢ଼ିଗଲା ଗାଡ଼ି

ମାଡ଼ି ଆସିଲା ଅଜଣା ଗାଡ଼ି। ଆଉ ଦେଖୁଦେଖୁ ଏକ ବାଇକକୁ ଧକ୍କା ଦେଲା। ଏହି ଦୁର୍ଘଟଣାରେ ବାଇକରେ ଥିବା ମାମୁ ଭଣଜାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ନୂଆପଡ଼ା କୋମନା ଥାନା କ୍ରିଷ୍ଣା ଛକ ନିକଟରେ ଘଟିଛି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ