death
Advertisment
ଏକାଠି_ଜଳିଲା_୩_ଭାଇଙ୍କ_ଚିତା
କହନ୍ତି, ଯେବେ କାଳ ଆସେ, ସୁଧ ମୂଳ ସହ ଅସୁଲ କରେ। ନା କେହି କେବେ ଆକଳନ କରିଥାଏ, ନା ତା’ର ମୁକାବିଲା କରିପାରେ। ନବରଙ୍ଗପୁର ଝରିଗାଁର ଏକ ମାରୱାଡ଼ି ପରିବାରରେ ସେଭଳି ଅକାଳ ଚଡ଼କ ପଡ଼ିଛି। ୧୯ରୁ ୨୨ ବର୍ଷର ୩ ଯୁବକଙ୍କ କାର୍ ଦୁର୍ଘଟଣାରେ ଯେଭଳି ମୃତ୍ୟୁ ଘଟିଛି, ଯିଏ ଶୁଣୁଛନ୍ତି ମୁଣ୍ଡରେ ହାତ ଦେଉଛନ୍ତି। ଶୋକାକୂଳ ପରିବେଶରେ ଆଜି ଗୋଟିଏ ସ୍ଥାନରେ ଜଳିଛି ୩ ଜଣଙ୍କ ଜୁଇ। ସାରା ଘଟଣାକୁ ଦେଖିଲେ ଲାଗୁଛି, ସତେଯେମିତି ହାତ ଧରାଧରି ହୋଇ ଚାଲିଗଲେ ୩ ଭାଇ।
Advertisment