Tragedy Strikes RCB Victory Celebration
Advertisment
ଶୋକରେ_ବୁଡ଼ିଲା_ବିଜୟ_ଉତ୍ସବ
ଶୋକରେ ବୁଡ଼ିଲା ବିଜୟ ଉତ୍ସବ । IPL ଚାମ୍ପିଅନ୍ସ RCB ବିଜୟ ଉତ୍ସବ ପୂର୍ବରୁ ଭୟଙ୍କର ଦଳାଚକଟା। ଚାଲିଗଲା ୧୧ ଜୀବନ, ଆହତ ହୋଇଛନ୍ତି ୫୦ରୁ ଅଧିକ। ଗତକାଲି ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ ଅଞ୍ଚଳରେ ଘଟିଥିଲା ଏହି ବଡ଼ ଅଘଟଣ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us