Delhi
Advertisment
ଆଖି ସାମ୍ନାରେ ଚାଲି ଯାଇଛି ମାଆର ଜୀବନ। ସମ୍ଭାଳି ପାରୁ ନାହାନ୍ତି କୋହ। ମା’ ମା’ ଡାକି ହୋଇପଡୁଛନ୍ତି ଅଚେତ। ପାଖରେ କେବଳ ଠିଆ ହୋଇଛି ଭାଇ। ଷ୍ଟେସନର ଦଳାଚକଟା ଏବେ ଏମାନଙ୍କୁ କରିଦେଇଛି ମା’ ଛେଉଣ୍ଡ। ହସଖୁସିରେ ପ୍ରୟାଗରାଜ ଯିବାକୁ ଆସିଥିବା ପରିବାରରେ ଉପରେ ଛିଣ୍ଡି ପଡିଛି ଦୁଃଖର ପାହାଡ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us