Train Accident
Advertisment
କେଉଁ କାରଣରୁ ହେଲା ନୂଆଦିଲ୍ଲୀ ରେଳ ଷ୍ଟେସନ ଷ୍ଟାମ୍ପେଡ୍ ଟ୍ରାଜେଡି। କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା। ରେଲୱେ ପ୍ରଶାସନର ଉଚ୍ଚସ୍ତରୀୟ ତଦନ୍ତ କମିଟି ଯାଞ୍ଚ ଆରମ୍ଭ କରିଥିଲା ବେଳେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆଜି ସ୍ଥିତି ବାବଦରେ ଅବଗତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କୁହାଯାଉଛି ଅତ୍ୟଧିକ ଭିଡ଼ ସାଙ୍ଗକୁ ଆନାଉନ୍ସମେଣ୍ଟ ଓ ପ୍ଲାଟଫର୍ମ ଦ୍ୱନ୍ଦ୍ୱ ପାଇଁ ବିଗିଡ଼ି ଯାଇଥିଲା ସ୍ଥିତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us