Hoarding collapse
Advertisment
କାଳବୈଶାଖୀ ସହ ଆସିଥିଲା କାଳ । ଚାହୁଁ ଚହୁଁ ନେଇଗଲା ୧୬ ଜଣଙ୍କ ଜୀବନ । ଆପଣ ଦେଖୁଥିବା ଏ ଭିଜୁଆଲ୍ କେତେ ଯେ ହୃଦୟ ବିଦାରକ ହୁଏତ ଆପଣ ଏ ଚିତ୍ରରୁ ଆନୁମାନ କରିପାରୁନଥିବେ । ହେଲେ ଏହା ପଛରେ ରହିଛି ୧୬ ଜଣଙ୍କ ମୃତ୍ୟୁର କାହାଣୀ ।