Advertisment

ଟଳିଲା ଅଘଟଣ, ବଞ୍ଚିଲା ଅନେକ ଜୀବନ

ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ ।

Advertisment

ଟଳିଗଲା ବଡ଼ ଅଘଟଣ । କଟକ ପୁରୀଘାଟ ଥାନା ନିକଟ ତ୍ରିଶା ହସ୍ପିଟାଲରେ ନିଆଁ ଆଉ ଧୂଆଁରୁ ବର୍ତ୍ତିଗଲା ଅନେକଙ୍କ ଜୀବନ । ହସ୍ପିଟାଲର ତୃତୀୟ ମହଲାରେ ଆଜି ଅପରାହ୍ନରେ ହଠାତ୍ ପ୍ରଚଣ୍ଡ ଶବ୍ଦ ହୋଇ ନିଆଁ ଲାଗିଯାଇଥିଲା । ପରେ ତୃତୀୟ ମହଲାରେ ଥିବା ଜେନେରାଲ ୱାର୍ଡ ଏବଂ ଆଇସିୟୁକୁ ବ୍ୟାପିଯାଇଥିଲା ଧୂଆଁ ।

Advertisment
Fire Tragedy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ