cuttack
Advertisment
କଟକ ରେଲୱେ ଷ୍ଟେସନରେ ଭୁଶୁଡ଼ିଲା ନିର୍ମାଣାଧୀନ ଛାତ। ପ୍ଲାଟଫର୍ମ ୧ ଓ ୨ ନମ୍ବରରେ ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଅଂଶ। ଉପର ସେଡର କିଛି ଅଂଶ ମଧ୍ୟ ଟ୍ରାକ୍ ଉପରେ ପଡ଼ିଛିଯ। ତେବେ ଶ୍ରମିକ ଓ ଯାତ୍ରୀଙ୍କର କିଛି କ୍ଷତି ହୋଇଛି ନା ନାହିଁ ସ୍ପଷ୍ଟ ହୋଇପାରିନି।