ଅଦ୍ୟତନ ହୋଇଛି
Couple Killed in Accident by Unidentified Vehicle in Odisha, Four-Year-Old Son Sustains Injuries
Advertisment
ବାପାମା’ ସହ ହସଖୁସିରେ ଯାଉଥିଲା କୁନି ପୁଅ। ମାତ୍ର ମାଡ଼ି ଆସିଲା କାଳ। ଏକ ଅଜଣା ଗାଡ଼ି ଆଖି ପିଛୁଳାକେ ପିଲାଟିକୁ ଅନାଥ କରିଦେଲା। ରାସ୍ତା ଉପରେ ପିଲାଟି କାନ୍ଦୁଥିବା ବେଳେ ପଡ଼ି ରହିଥିଲା ବାପାମା’ଙ୍କ ମୃତଦେହ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us