ରାଜପଥ ପାଲଟିଛି ମରଣଯନ୍ତା
Advertisment
ସରୁନି ଜାତୀୟ ରାଜପଥ ସମ୍ପ୍ରସାରଣ କାମ। ହାଇୱେ ପାଲଟିଛି ମରଣ ଯନ୍ତା। କାଳ ସାଜିଛି କେନ୍ଦ୍ରାପଡା ଦେଇ ଯାଇଥିବା ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥ। ମନଇଚ୍ଛା ଡ୍ରାଇଭର୍ସନ ରୋଡ୍ ନିର୍ମାଣ, ବେଫିକର ଭାବେ ଭାରିଯାନ ଯାତାୟତ ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଦୁର୍ଘଟଣା ଘଟୁଛି, ଜୀବନ ଯାଉଛି। ଆଉ ଧୂଳି ଧୂଆଁରେ ଗାଧୋଇ ପଡୁଛନ୍ତି ସ୍ଥାନୀୟ ଲୋକ, ପଥଚାରୀ। ସମ୍ପ୍ରସାରଣ କାମକୁ ଲୋକେ ସ୍ବାଗତ କରୁଥିବା ବେଳେ ଠିକାସଂସ୍ଥାର ମନମାନୀ ବିରୋଧରେ ବର୍ଷିଛନ୍ତି। ଜିଲ୍ଲାପାଳ କହିଛନ୍ତି, ଏନଏଚଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us