Advertisment

ଦୁର୍ଘଟଣାରେ ଓଡ଼ିଶାର BJP ନେତ୍ରୀ ନିଖୋଜ

ସିକ୍କିମରେ ମର୍ମନ୍ତୁଦ ଦୁର୍ଘଟଣାରେ ଓଡ଼ିଶାର BJP ନେତ୍ରୀ ନିଖୋଜ। ନଦୀକୁ ଖସିଲା ଟୁରିଷ୍ଟ କାର୍। ଓଡ଼ିଶା ଓ ପଶ୍ଚିମବଙ୍ଗର ୯ ନିଖୋଜ। ନିଖୋଜଙ୍କ ମଧ୍ୟରେ ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା। ମୋଟ ୧୧ ଜଣ ସିକ୍କିମ ବୁଲିବାକୁ ଯାଇଥିଲେ। ଗ୍ୟାଙ୍ଗଟକରୁ ଫେରିବା ବେଳେ ଘଟିଲା ଦୁର୍ଘଟଣା। ସିକ୍କିମର ତିସ୍ତାନଦୀକୁ ଖସିପଡ଼ିଛି କାର୍। ସିକ୍କିମ ସରକାରଙ୍କ ସହ ସିଏମ ମୋହନ ମାଝୀଙ୍କ ଆଲୋଚନା। ସ୍ବତନ୍ତ୍ର ଟିମ୍ ସିକ୍କିମ ଯିବାକୁ ସିଏମଙ୍କ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ