• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Srimandir Ratna Bhandar
ଡିସେମ୍ବର ୧୬ରୁ ରତ୍ନଭଣ୍ଡାର ମରାମତି

ଡିସେମ୍ବର ୧୬ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ଗତ ସେପ୍ଟେମ୍ବର ମାସରେ ରତ୍ନଭଣ୍ଡାର GPR-GPS ରିପୋର୍ଟ ଆସିବା ପରେ ଏବେ ମରମତି କାର୍ଯ୍ୟ ଆରମ୍ଭ ଲାଗି ପ୍ରସ୍ତୁତ ହୋଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା।

  • Sunday, 08 December 2024
CM Mohan Majhi Supports Farmers
ପୁଣି ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର

ପୁଣି ପ୍ରତିଶ୍ରୁତି ପୂରଣ କଲେ ମୋହନ ସରକାର । ଅନ୍ନଦାତାଙ୍କ ଖାତାକୁ ଗଲା ୮ଶହ ଟଙ୍କାର ଇନପୁଟ୍ ସହାୟତା । ଧାନ କୁଇଣ୍ଟାଲ ପିଛା ୩୧ ଶହ ଟଙ୍କାକୁ ଦୋହରାଇଲେ ପ୍ରତିଶ୍ରୁତି । ବରଗଡ଼ ସୋହେଲା ମଞ୍ଚରୁ ଗତ ବିଜେଡି ସରକାରକୁ ନିଶାନା । ଦଲାଲଙ୍କୁ ବି ଚେତାବନୀ ଶୁଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  • Sunday, 08 December 2024
CBI Raid in Bhubaneswar
ରାଜଧାନୀର ଛାତି ଉପରେ ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ

ରାଜଧାନୀର ଛାତି ଉପରେ ଚାଲିଥିଲା କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ । ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀ GGM ଓ ମିଡିଲମ୍ୟାନଙ୍କ ସହ ୩ ଗିରଫ । ତାରକା ହୋଟେଲ୍ ସାମ୍ନାରୁ ୩ ଜଣଙ୍କୁ ରଙ୍ଗେ ହାତ ଧରି ଘାଣ୍ଟୁଛି ସିବିଆଇ । ୧୦ ଲକ୍ଷ ଟଙ୍କା ସହ ୨ ଦାମୀ କାର ଓ ଲକର ସିଜ୍ କଲା ଦିଲ୍ଲୀ ସିବିଆଇ ।

  • Sunday, 08 December 2024
ଆଶିଷ ସିଂଙ୍କ ଡେପୁଟେସନ ଅର୍ଡର ପରେ ପାୱାର କରିଡରରେ ହଲଚଲ୍
କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ?

ଡେପୁଟେସନରେ ଯିବେ ଆଶିଷ ସିଂ। କ'ଣ ହେବ ଡିଏସ କୁଟ୍ଟେ ଏବଂ ରବିକାନ୍ତଙ୍କ ଭାଗ୍ୟ ? ପାୱାର କରିଡରରେ ବଢିଲା ଚର୍ଚ୍ଚା ।

  • Saturday, 07 December 2024
Rented House
ରାଜଧାନୀରେ ଭଡ଼ା ଘର ଖୋଜୁଥିଲେ ସାବଧାନ୍

ରାଜଧାନୀରେ ମାତିଛନ୍ତି ଘର ଭଡ଼ା ଦଲାଲ। ମାଲିକଙ୍କ ଅଜାଣତରେ ସେମାନଙ୍କ ଘର ଦେଖାଇ, ଘର ଖୋଜୁଥିବା ଲୋକଙ୍କଠାରୁ ଲୁଟି ନେଉଛନ୍ତି ଟଙ୍କା। ପରେ ନା ଘର ମିଳୁଛି ନା ସେମାନଙ୍କ ଟଙ୍କା। ଘର ଖୋଜିବାକୁ ଆସି ଠିକ୍ ଏମିତି ଠକେଇର ଶିକାର ହୋଇଛନ୍ତି ଯାଜପୁରର ଜଣେ ଶିକ୍ଷିତ ଯୁବକ।

  • Saturday, 07 December 2024
Dadan
ଦାଦନ ଯିବେ ବୋଲି କଅଁଳା ଛୁଆକୁ ସରକାରଙ୍କ ହାତରେ ଟେକିଦେଲେ

ଦାଦନ କଳଙ୍କର ଟିକା ପିନ୍ଧିଥିବା ବଲାଙ୍ଗିର ଜିଲ୍ଲାରେ ନିଇତି ନୂଆ କାହାଣୀ। ଛୁଆ ବିକ୍ରି ଅଭିଯୋଗରେ କିଛିଦିନ ତଳେ ଯେଉଁ ବାପା, ମା’ ବିବାଦୀୟ ହୋଇପଡ଼ିଥିଲେ, ଦାଦନ ଯିବେ ବୋଲି ସେହି ବାପା, ମା’ ଏବେ ପିଲାକୁ ସରକାର ହାତରେ ଟେକି ଦେଇଛନ୍ତି। ପାଖରେ ୫ଟି ଛୁଆର ବୋଝ। ତେଣୁ ଲାଳନ ପାଳନ ଚିନ୍ତାରେ ଟେକିଦେଲେ ୬ ନମ୍ବର ଛୁଆକୁ।

  • Saturday, 07 December 2024
ASO କେଳେଙ୍କାରୀରେ ବଣିକ !
ASO କେଳେଙ୍କାରୀରେ ‘ବଣିକ’ !

ଗତକାଲି ମୁଖ୍ୟମନ୍ତ୍ରୀ, ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ବିଧାନସଭାରେ ଆଗତ କରି ଯେଉଁ ବିବୃତି ରଖିଲେ ତାହା ନବୀନ ସରକାରର ଗୁମର ଖୋଲି ଦେଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ, ୨୫ରୁ ୩୦ ଲକ୍ଷ ଟଙ୍କାରେ ASO ଚାକିରି ବିକ୍ରି ହୋଇଥିଲା ।

  • Saturday, 07 December 2024
ପିଇଦେଲେ ୧୫ କୋଟି ଲିଟର ବିୟର
ଏ ବର୍ଷ ପିଇଦେଲେ ୧୫ କୋଟିରୁ ଅଧିକ ବଲକ ଲିଟର ବିୟର

ବିଦେଶୀ ହେଉ କି ଦେଶୀ । ରାଜ୍ୟରେ ପ୍ରତିବର୍ଷ ଢକ ଢକ କରି ପିଇ ଯାଉଛନ୍ତି ଲକ୍ଷ ଲକ୍ଷ ଲିଟର ମଦ । ଏଇ ବର୍ଷ ଲୋକେ ପିଇଛନ୍ତି ୧୫ କୋଟି ୩୫ଲକ୍ଷ ୭୨ ବଲକ୍ ଲିଟର ବିୟର ।

  • Saturday, 07 December 2024
President Droupadi Murmu
ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି

ଯେଉଁଠି ଦିନେ ଜନ୍ମ ହୋଇଥିଲେ, ସେହି ଭିଟାମାଟିରେ ପାଦଦେଲେ ରାଷ୍ଟ୍ରପତି। ଦିନେ ଯେଉଁଠି ଅ, ଆ’ ଶିଖିଥିଲେ ସେଇଠି ପିଲାଙ୍କ ସହ ଭାବବିନିମୟ କଲେ, ନାଚିଲେ, ଭାବବିହ୍ବଳ ବି ହେଲେ। ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ତଥା ପୈତୃକ ଗାଁ ଉପରବେଡ଼ା ଯାଇଥିଲେ।

  • Friday, 06 December 2024
Kendrapara Residents Face Dismay as Announcement of New Steel Plant in Andhra Pradesh
କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ

ଶିଳ୍ପବିହୀନ କେନ୍ଦ୍ରାପଡ଼ାରେ ମୁଣ୍ଡ ଟେକିବ ନିପ୍ପନ ଷ୍ଟିଲ ପ୍ଲାଣ୍ଟ। ଆନ୍ଧ୍ରରେ ଏକ ନୂଆ ଷ୍ଟିଲ ପ୍ଲାଣ୍ଟ ଘୋଷଣା ପରେ କେନ୍ଦ୍ରାପଡ଼ାରେ ପ୍ଲାଣ୍ଟକୁ ନେଇ ଦ୍ୱନ୍ଦରେ ଥିଲେ ଜିଲ୍ଲାବାସୀ। ରାଜସ୍ୱ ବିଭାଗ ବିଜ୍ଞପ୍ତି ପରେ ବଢିଲା ଆଶା।

  • Friday, 06 December 2024
Will Odia Cinema Find a New Hue After Its Dark Days?
ସିନେମା ଶିଳ୍ପରେ ଲାଗିବ କି ରଙ୍ଗ ?

ଦୁର୍ଦ୍ଦିନକୁ ଚାଲି ଯାଇଥିବା ଓଡ଼ିଆ ସିନେମା ଶିଳ୍ପରେ ଲାଗିବ କି ରଙ୍ଗ ? ପୁଣି ଫେରିବ କି ସିନେମା ହଲ, ହସିବେ କଳାକାର ଓ ଚଳଚଞ୍ଚଳ ହେବେ କି ଏ ଶିଳ୍ପ ଉପର ନିର୍ଭର କରୁଥିବା ବୃତ୍ତିଧାରୀ ?

  • Friday, 06 December 2024
Cuttack Rail Station
ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ

ରେଳ ଷ୍ଟେସନରେ ବିମାନବନ୍ଦରର ଭ୍ରମ। ଅତ୍ୟାଧୁନିକ ବ୍ୟବସ୍ଥା ସହ ଏମିତି କିଛି ନୂଆ ରୂପ ନେଇଛି ବ୍ରିଟିଶ୍ ଅମଳର କଟକ ରେଳଷ୍ଟେସନ୍। ରାଜ୍ୟରେ ପ୍ରଥମ କରି ସିଧାସଳଖ ଜାତୀୟ ରାଜପଥକୁ ସଂଯୋଗ ହେବାକୁ ଯାଉଛି ଏଇ ଷ୍ଟେସନର ପ୍ଲାଟଫର୍ମ।

  • Friday, 06 December 2024
Migrant Labourers
ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ

ଶାସନ ଅଛି, ପ୍ରଶାସନ ଢିଲା। ବ୍ୟବସ୍ଥା ଅଛି ଅବସ୍ଥା ଖରାପ। ଫଳ ଏୟା, ତମାମ ସରକାରୀ ପଦକ୍ଷେପ ସତ୍ତ୍ବେ ବଲାଙ୍ଗିର ମଥାରୁ ହଟୁନି ଦାଦନ କଳଙ୍କ। ବରଂ ସାମ୍ନାକୁ ଆସୁଛି ସାମୁହିକ ବିବେକକୁ ଦୋହଲାଇ ଦେବା ଭଳି ଗୋଟିକ ପରେ ଗୋଟିଏ ଅଲୋଡ଼ା କାହାଣୀ।

  • Friday, 06 December 2024
Potato Politics
ଆଳୁ ସଂକଟ ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ

ଆଳୁ ସଂକଟ ମନୁଷ୍ୟକୃତ କହିଲେ ଯୋଗାଣ ମନ୍ତ୍ରୀ । ବିଧାନସଭାରେ ପୁଣି ନବୀନଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଟାର୍ଗେଟ୍ ।ସରକାରଙ୍କୁ ବଦନାମ କରିବାକୁ ତିଆରି କରାଯାଇଥିଲା କୃତ୍ରିମ ଅଭାବ । ବିରୋଧୀଙ୍କ ଜବାବ- ଅପାରଗତା ଲୁଚାଇବାକୁ ଏଭଳି ମନ୍ତବ୍ୟ ।

  • Thursday, 05 December 2024
Judicial Court Complex
୪ ଦଶନ୍ଧି ପରେ ଖୋର୍ଦ୍ଧା ଜିଲ୍ଲା କୋର୍ଟର ନବକଳ୍ପ

୪ ଦଶନ୍ଧି ପରେ ଖୋର୍ଦ୍ଧା ଜିଲ୍ଲା କୋର୍ଟର ନବକଳ୍ପ । ଭୁବନେଶ୍ୱରରେ ଅତ୍ୟାଧୁନିକ ଜୁଡିସିଆଲ୍ କମ୍ପ୍ଲେକ୍ସ । ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪୬ ହଜାର ବର୍ଗମିଟର ଜାଗା, ଚାଲିପାରିବ ୫୬ଟି କୋର୍ଟ ।

  • Thursday, 05 December 2024
Corruption Allegations Leveled Against Berhampur Mayor
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି !

ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି ! ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି ! ବିକ୍ରମ ଓ ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! ଆଗକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା ହେଉଥିବା ଚର୍ଚ୍ଚା ।

  • Thursday, 05 December 2024
Lightening Death
୩ ବର୍ଷରେ ରାଜ୍ୟରେ ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ

ବଜ୍ରପାତ ନୁହେଁ ତ ସତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ। ଯମ ଦୂତ ସାଜି ବାନ୍ଧି ନେଉଛି। ଏମିତି କେତେ ପରିବାରକୁ ନିସ୍ୱ କରିଦେଲାଣି ବଜ୍ରପାତ । ବଜ୍ରପାତ ମୃତ୍ୟୁକୁ ନେଇ ବିଧାନସଭାରେ ଉଦବେଗଜନକ ତଥ୍ୟ । ୩ ବର୍ଷରେ ରାଜ୍ୟରେ ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ ।

  • Thursday, 05 December 2024
Navy Day 2024
ପୁରୀ ବେଳାଭୂମିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ

ଓଡ଼ିଆ ପୁଅ କମାଣ୍ଡର ରାହୁଲ ପଟ୍ଟନାୟକଙ୍କ ନେତୃତ୍ବରେ ସବମେରିନ୍ INS ଶଲ୍-କୀ ପରାକ୍ରମ ଦେଖାଇବା ପରେ ଆରମ୍ଭ ହୋଇଥିଲା ଶୌର୍ଯ୍ୟ, ସାହସ, ସମନ୍ବୟର ଅଭୂତପୂର୍ବ ପ୍ରଦର୍ଶନ।

  • Wednesday, 04 December 2024
BJD Made a Mistake
ସ୍ଥିତି ବିଗୁଡୁଛି, ସଂଗଠନ ଭୁଶୁଡୁଛି ! ବରିଷ୍ଠ ନେତାଙ୍କ ବୟାନବାଜି ବି ଦଳକୁ ଆହୁରି କ୍ଷତାକ୍ତ କରୁଛି

କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।

  • Wednesday, 04 December 2024
Family of Additional Superintendent of Police (ASP) Faces Ostracisation In Odisha’s Dhenkanal
ମାତ୍ର ୨ ଫୁଟ୍ ଜାଗା ପାଇଁ ଜଣେ ଅତିରିକ୍ତ ଏସପିଙ୍କ ପରିବାରକୁ ନିଆଁ ପାଣି ବାସନ୍ଦ

ଢେଙ୍କାନାଳ ଏସପି କହିଛନ୍ତି, ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଚାଲିଛି।

  • Wednesday, 04 December 2024
Dog Bite
ଗାଁରୁ ସହର.. ସବୁଠି ବୁଲା କୁକୁରଙ୍କ କବଜା !

ବଡ଼ କଥା ହେଲା ବୁଲା କୁକୁରଙ୍କ ସଂଖ୍ୟା ୧୭ ଲକ୍ଷ ଟପିଲାଣି। ସରକାର ତ ପଦକ୍ଷେପ ନେଉଛନ୍ତି, ବନ୍ଧ୍ୟାକରଣ ବି କରାଯାଉଛି, ତା ସତ୍ତ୍ୱେ ବି କାହିଁକି କମୁନି କୁକୁର ସଂଖ୍ୟା ପ୍ରଶ୍ନ ଉଠିଲାଣି ।

  • Wednesday, 04 December 2024
indian Navy
୧୯୭୧ ମସିହା ଡିସେମ୍ବର ୪ ରାତିରେ ଇତିହାସ ରଚିଥିଲା ଭାରତୀୟ ନୌସେନା

୧୯୭୧ ଯୁଦ୍ଧରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ଓଟିଭିରେ ଅଙ୍ଗେନିଭା ସ୍ମତି ବଖାଣିଛନ୍ତି ଓଡ଼ିଆ ନୌବୀର ସନାତନ ସାହୁ ।

  • Wednesday, 04 December 2024
Potatoes Price Hike
ୟୁପିରୁ ବିନାବାଧାରେ ଓ ପଶ୍ଚିମବଙ୍ଗରୁ ଲୁଚାଛପାରେ ଓଡ଼ିଶାକୁ ଆସୁଛି ଆଳୁ ଗାଡ଼ି

ଆଳୁକୁ ନେଇ ଆଜି ବି ବିଧାନସଭାରେ ଲାଗି ରହିଥିଲା ତାତି । ମୁଲତବୀ ଆଲୋଚନା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗଟ୍ କରିଥିବା ବେଳେ ଯୋଗାଣମନ୍ତ୍ରୀ ବି ରଖିଥିଲେ କଡ଼ା ଉତ୍ତର ।

  • Tuesday, 03 December 2024
President Droupadi Murmu
ଓଡ଼ିଶା ମାଟିରେ ପୁଣି ଥରେ ମାଡାମ୍ ପ୍ରେସିଡେଣ୍ଟ

ଏହା ପୂର୍ବରୁ ଆଜି ଅପରାହ୍ଣରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ କରାଯାଇଥିଲା ଭବ୍ୟ ସ୍ୱାଗତ ।

  • Tuesday, 03 December 2024
Incomplete Drinking Water Project
ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍

ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ବିଧାନସଭାରେ ମନ୍ତ୍ରୀ ରବି ନାଏକ କହିବା ପରେ ତାଙ୍କୁ ସମର୍ଥନ କରି ଛୁଙ୍କ ମାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ।

  • Tuesday, 03 December 2024