• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ଅାକ୍ରମଣ
ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କୁ ଅାକ୍ରମଣ

ବିଶାଖାପଟନମ୍ : ଓ୍ୱାଇଏସଅାର କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡିଙ୍କ ଉପରକୁ ଅାକ୍ରମଣ। ବିଶାଖାପଟନମ୍ ବିମାନବନ୍ଦରରେ ଜଣେ ଯୁବକ ତାଙ୍କ ଉପରକୁ ଛୁରା ମାଡ଼ କରିଛି। ମିଳିଥିବା ସୂଚନା ଅନୁଯାୟୀ ଜଗନ ମୋହନ ଏୟାରପୋର୍ଟର ଭିଅାଇପି ଲାଉଞ୍ଜରେ ହାଇଦ୍ରାବାଦ ଫ୍ଲାଇଟକୁ ଅପେକ୍ଷା କରିଥିଲେ। ଦୁର୍ବୃତ୍ତ ଜଣଙ୍କ ସେଲଫି ନେବା ପାଇଁ ଜଗନଙ୍କୁ ଅନୁରୋଧ କରିଥିଲା। ଜଗନ ଅନୁମତି ଦେବା ପରେ ସେ ତାଙ୍କ ନିକଟତର ହୋଇ ଏକ ଛୁରାରେ ଅାକ୍ରମଣ କରିଥିଲା। ଏଥିରେ ଜଗନଙ୍କ ବାମ ହାତରେ […]

  • Saturday, 03 July 2021