Advertisment

ମାଲେସିଆରେ ଚମକିବେ କୁନି ଝିଅ ଉତ୍ପଳା, ରାଜ୍ୟ ପାଇଁ ଆଣିବେ ଗୌରବ

ଛୋଟ ବେଳୁ ପାଠପଢା ସହ ନାଚ, ଗୀତ ଏବଂ ମଡେଲିଂ ପ୍ରତି ଥିଲା ରୁଚି। ପ୍ରଥମେ ପରିବାର ଲୋକ ଏହାକୁ ଦେଖି ବିରକ୍ତି ହୋଇଥିଲେ। ହେଲେ କୁନି ଝିଅଙ୍କ ଆଗ୍ରହ ଓ ସଫଳତା ଦେଖି ଖୁସି ହୋଇ ଯାଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ”ବିୟୁଟି ପେଜେଣ୍ଟ’ ପ୍ରତିଯୋଗିତାରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମାଲେସିଆ ଯାଉଛନ୍ତି।

author-image
Prangyan Parimita
ମାଲେସିଆରେ ଚମକିବେ କୁନି ଝିଅ ଉତ୍ପଳା, ରାଜ୍ୟ ପାଇଁ ଆଣିବେ ଗୌରବ

sonepur

ଛୋଟ ବେଳୁ ପାଠପଢା ସହ ନାଚ, ଗୀତ ଏବଂ ମଡେଲିଂ ପ୍ରତି ଥିଲା ରୁଚି। ପ୍ରଥମେ ପରିବାର ଲୋକ ଏହାକୁ ଦେଖି ବିରକ୍ତି ହୋଇଥିଲେ। ହେଲେ କୁନି ଝିଅଙ୍କ ଆଗ୍ରହ ଓ ସଫଳତା ଦେଖି ଖୁସି ହୋଇ ଯାଇଛନ୍ତି। ଅଗଷ୍ଟ ମାସରେ ହେବାକୁ ଥିବା ଆନ୍ତର୍ଜାତୀୟ"ବିୟୁଟି ପେଜେଣ୍ଟ' ପ୍ରତିଯୋଗିତାରେ ସେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ମାଲେସିଆ ଯାଉଛନ୍ତି।

Advertisment

Advertisment
Advertisment