Advertisment

ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ଜଳ ଦିବସ।  ଏହି ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ‘Save Water, Save Life’ ଉପରେ ଏକ ବାର୍ତ୍ତା ଦେଇଛନ୍ତି। My SandArt with message “Save Water, Save Life” on #WorldWaterDay at Puri beach in Odisha. pic.twitter.com/BhMvoNVcrH — Sudarsan Pattnaik (@sudarsansand) March 22, 2018 ସେହପରି ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ […]

author-image
Otv Khabar Bureau
ଆଜି ବିଶ୍ୱ ଜଳ ଦିବସ

world water day

ଭୁବନେଶ୍ୱର: ଆଜି ବିଶ୍ୱ ଜଳ ଦିବସ।  ଏହି ଅବସରରେ ପୁରୀ ବେଳାଭୂମିରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା କଳା ମାଧ୍ୟମରେ ‘Save Water, Save Life’ ଉପରେ ଏକ ବାର୍ତ୍ତା ଦେଇଛନ୍ତି।

Advertisment

ସେହପରି ଶିଳ୍ପୀ ମାନସ ସାହୁ NATURE FOR WATERକୁ ନେଇ ବାଲୁକାକଳା ନିର୍ମାଣ କରିଛନ୍ତି ପୁରୀ ବେଳାଭୂମିରେ।

Advertisment

ପୁରୀ ବେଳାଭୂମିରେ ଶିଳ୍ପୀ ମାନସ ସାହୁ କରିଥିବା ବାଲୁକାକଳାରେ ସେ LIFE FLOWS IN EACH DROP OF WATER & SAVE WATERର ବାର୍ତ୍ତା ଦେଇଛନ୍ତି।

ଜଳ ହିଁ ଜୀବନ, ଜଳ ବିନା ସୃଷ୍ଟି ଅସମ୍ଭବ।  ଏହି ଉପଲକ୍ଷେ ସାରା ବିଶ୍ୱରେ ପ୍ରତିବର୍ଷ ମାର୍ଚ୍ଚ ୨୨ରେ WORLD WATER DAY ପାଳନ କରାଯାଉଛି।  ବିଶ୍ୱବାସୀଙ୍କୁ ଜଳର ଆବଶ୍ୟକତା, ଜଳ ପ୍ରଦୂଷଣ ସଂପର୍କରେ ଅବଗତ କରାଇବା ଏହି ଦିବସର ମୂଳ ଲକ୍ଷ୍ୟ।

Sudarsan Pattnaik Sand Art Sand Artist Sudarsan Pattnaik Sand Art On World Water Day Sand Artist Manas Sahoo
Advertisment
Advertisment