Advertisment

ସ୍ୱାମୀକୁ ବଞ୍ଚାଇ ଟଳିପଡ଼ିଲା ସ୍ତ୍ରୀ

ଅନୁଗୁଳ: ଠାକୁରଗଡ଼ ରଇଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକର ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ସ୍ୱାମୀକୁ ଗୁଳି ବେଳେ ସ୍ତ୍ରୀ ବଞ୍ଚାଇବାକୁ ଯାଇ ଗୁଳିରେ ଟଳି ପଡ଼ିଲେ। ସ୍ୱାମୀ ଗୋଡ଼ରେ ବାଜିଛି ଗୁଳି ବାଜିବା ସହ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଗୁଳିମାରି ସେହି ଗାଁର ଯୁବକ ଫେରାର ହୋଇଯାଇଥିବାର ସୂଚନା ମିଳିଛି।

author-image
Otv Khabar Bureau
ସ୍ୱାମୀକୁ ବଞ୍ଚାଇ ଟଳିପଡ଼ିଲା ସ୍ତ୍ରୀ

woman shot dead

ଅନୁଗୁଳ: ଠାକୁରଗଡ଼ ରଇଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକର ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର।

Advertisment

ସ୍ୱାମୀକୁ ଗୁଳି ବେଳେ ସ୍ତ୍ରୀ ବଞ୍ଚାଇବାକୁ ଯାଇ ଗୁଳିରେ ଟଳି ପଡ଼ିଲେ। ସ୍ୱାମୀ ଗୋଡ଼ରେ ବାଜିଛି ଗୁଳି ବାଜିବା ସହ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଗୁଳିମାରି ସେହି ଗାଁର ଯୁବକ ଫେରାର ହୋଇଯାଇଥିବାର ସୂଚନା ମିଳିଛି।

Advertisment
Advertisment