Advertisment

୨ଦିନ ପୂର୍ବରୁ ଚୋରି ହୋଇଗଲା, ଦିନକ ପୂର୍ବରୁ ମିଳିଗଲା

ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍‌ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା। ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି।  ଯୁବତୀ ଜଣକ ଗହଣା ସହ ଲଗେଜ୍‌ ଧରି ଟ୍ରେନ୍‌ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ। ପ୍ରାୟ ୫ ଲକ୍ଷ ଟଙ୍କାର […]

author-image
Otv Khabar Bureau
୨ଦିନ ପୂର୍ବରୁ ଚୋରି ହୋଇଗଲା, ଦିନକ ପୂର୍ବରୁ ମିଳିଗଲା

loot ornaments

ଭୁବନେଶ୍ୱର: ବିବାହର ଦୁଇ ଦିନ ପୂର୍ବରୁ ହେଲା ଲୁଟ୍, ହେଲେ ଠିକ୍‌ ଗୋଟିଏ ଦିନ ପୂର୍ବରୁ ମିଳିଗଲା ଚୋରି ହୋଇଯାଇଥିବା ସୁନା ଗହଣା।

Advertisment

ସୂଚନା ଅନୁଯାୟୀ, ବିଶାଖାପାଟଣାର ଜଣେ ଯୁବତୀ ବିବାହ ପାଇଁ ଭୁବନେଶ୍ୱର ଆସୁଥିଲେ। ଆସନ୍ତା ୭ତାରିଖରେ ଯୁବତୀ ଜଣଙ୍କର ବିବାହ ସ୍ଥିର ହୋଇଛି।  ଯୁବତୀ ଜଣକ ଗହଣା ସହ ଲଗେଜ୍‌ ଧରି ଟ୍ରେନ୍‌ରେ ଠିଆ ହୋଇଥିବା ବେଳେ ଅନ୍ୟ ମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତ ତାଙ୍କଠୁ ଲୁଟ୍ କରିନେଇଥିଲେ।

ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ ଲୁଟେରା। ଏନେଇ ଜିଆରପିରେ ଅଭିଯୋଗ ପରେ ଆରପିଏଫର ସ୍ପେଶାଲ ଟାସ୍କ ଫୋର୍ସ ଶେଷରେ ଲୁଟେରାକୁ ରାଜଧାନୀରୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ରବି। ଏହି ଘଟଣାରେ ଅନ୍ୟ ୨ଜଣ ଫେରାର ଥିବା ସୂଚନା ମିଳିଛି।

Advertisment
Loot Robbery Loot In Train
Advertisment
Advertisment