/odishatv-khabar/media/post_attachments/uploadimage/library/16_9/16_9_0/burla_1626434457.jpg)
burla
ବୁର୍ଲା: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ପ୍ରଶାସନିକ ସ୍ତରରେ ଅଜବ ସ୍ଥିତି। ମୁହାଁମୁହିଁ ହୋଇଛନ୍ତି ନିର୍ଦ୍ଦେଶକ ଏବଂ ପ୍ରାଶାସନିକ ଅଧିକରୀ।
Advertisment
ଅଭ୍ୟାସଗତଭାବେ ବିଳମ୍ବରେ ଆସୁଥିବା ଅଭିଯୋଗରେ ପ୍ରାଶାସନିକ ଅଧିକାରୀଙ୍କ ପ୍ରକୋଷ୍ଠରେ ତାଲା ପକାଇଛନ୍ତି ନିର୍ଦ୍ଦେଶକ। ଅଭିଯୋଗ ନେଇ ଓ.ଏ.ଏସ ସଂଘର ଦ୍ୱାରସ୍ଥ ହୋଇଛନ୍ତି ଅଧିକାରୀ।
ସେପଟେ ନିର୍ଦ୍ଦେଶକ ତାଙ୍କ ବିରୋଧରେ ଆଣିଛନ୍ତି ପାଲଟା ଅଭିଯୋଗ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)