Advertisment

ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତ ବୟାର ସାହି ପ୍ରାଥମିକ ବିଦ୍ୟାଳୟରେ ତାଲା। ସ୍କୁଲରେ ଠିକ୍ ସମୟରେ ପାଠପଢା ନ ହେବା, ବହୁ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହୁଥିବା ଅଭିଯୋଗ କରି ଗାଁ ଲୋକେ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଅନ୍ୟପଟେ ପ୍ରଧାନଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

author-image
Otv Khabar Bureau
ବିଦ୍ୟାଳୟରେ ତାଲା ପକାଇଲେ ଗାଁ ଲୋକେ

teacher 1

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଭଉଁରିଆବାଡ ପଞ୍ଚାୟତ ବୟାର ସାହି ପ୍ରାଥମିକ ବିଦ୍ୟାଳୟରେ ତାଲା। ସ୍କୁଲରେ ଠିକ୍ ସମୟରେ ପାଠପଢା ନ ହେବା, ବହୁ ସମୟରେ ପ୍ରଧାନ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ରହୁଥିବା ଅଭିଯୋଗ କରି ଗାଁ ଲୋକେ ଆଜି ସ୍କୁଲରେ ତାଲା ପକାଇ ଦେଇଛନ୍ତି।

Advertisment

ଅନ୍ୟପଟେ ପ୍ରଧାନଶିକ୍ଷକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Lock Up School Rural School Teacher Absenteeism
Advertisment
Advertisment