Advertisment

ବିଦେଶ ମାଟିରେ ପାଳନ ହେଲା ଉତ୍କଳ ଦିବସ

ନୂଆଦିଲ୍ଲୀ: ବିଦେଶ ମାଟିରେ ପାଳନ ହୋଇଛି ଉତ୍କଳ ଦିବସ। ଓଡ଼ିଶା ଆସୋସିଏସନ୍ ପକ୍ଷରୁ ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଉତ୍କଳ ଦିବସ ପାଳନ କରାଯାଇଛି। ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉଗାଣ୍ଡା ଉପରାଷ୍ଟ୍ରପତି ଏଡୱଡ୍ ସେଖଣ୍ଡୀ ଯୋଗ ଦେଇଥିଲେ। ଏହାସହ ଭାରତୀୟ ହାଇକମିଶନ୍‌ ରବିଶଙ୍କର ଏବଂ ବହୁ ପ୍ରବାସୀ ଓଡ଼ିଆ ଏଥିରେ ସାମିଲ ହୋଇଥିଲେ। ଏଠାରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଏବଂ କଳାକୁ ନେଇ ବିଭିନ୍ନ […]

author-image
Otv Khabar Bureau
ବିଦେଶ ମାଟିରେ ପାଳନ ହେଲା ଉତ୍କଳ ଦିବସ

Utkal-Divas

ନୂଆଦିଲ୍ଲୀ: ବିଦେଶ ମାଟିରେ ପାଳନ ହୋଇଛି ଉତ୍କଳ ଦିବସ। ଓଡ଼ିଶା ଆସୋସିଏସନ୍ ପକ୍ଷରୁ ଉଗାଣ୍ଡାର ରାଜଧାନୀ କାମ୍ପାଲାରେ ଉତ୍କଳ ଦିବସ ପାଳନ କରାଯାଇଛି। ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏହି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉଗାଣ୍ଡା ଉପରାଷ୍ଟ୍ରପତି ଏଡୱଡ୍ ସେଖଣ୍ଡୀ ଯୋଗ ଦେଇଥିଲେ। ଏହାସହ ଭାରତୀୟ ହାଇକମିଶନ୍‌ ରବିଶଙ୍କର ଏବଂ ବହୁ ପ୍ରବାସୀ ଓଡ଼ିଆ ଏଥିରେ ସାମିଲ ହୋଇଥିଲେ। ଏଠାରେ ଓଡ଼ିଶାର ସଂସ୍କୃତି, ପର୍ଯ୍ୟଟନ ଏବଂ କଳାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

Advertisment
Advertisment
Advertisment