/odishatv-khabar/media/post_attachments/uploadimage/library/16_9/16_9_0/kuakhai_1626433818.jpg)
unmay padhi
ଭୁବନେଶ୍ୱର: ଖୋଲିପାରେ ଉନ୍ମୟ ପାଢ଼ୀ ହତ୍ୟାକାଣ୍ଡର ରହସ୍ୟ। ଭାଇରାଲ ଭିଡିଓରେ ଥିବା ଝିଅ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ପୋଲିସ ଅଟକ ରଖିଛି। କୋଲକତା ଖସିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କୁ ଅଟକ ରଖିଛି ପୋଲିସ।
Advertisment
ଗତକାଲି ଉଭୟଙ୍କୁ ପଚରା ଉଚରା କରି ପୋଲିସ ଛାଡି ଦେଇଥିଲା। ହତ୍ୟା ପଛର ଖିଅ କାଢିବାକୁ ସେମାନଙ୍କଠାରୁ ତଥ୍ୟ ଯୋଗାଡ କରୁଛି କମିଶନରେଟ ପୋଲିସର ସ୍ପେଶାଲ ଟିମ୍।
ପୋଡିଯାଇଥିବା Laptop ଓ ଡଙ୍ଗଲ ଫୋରେନସିକକୁ ଯାଇଥିବା ବେଳେ ପୋଲିସ ସେଠାରୁ କିଛି ସୁରାଗ ସଂଗ୍ରହ କରିବାର ଆଶା ରଖିଛି।
Advertisment
ଯେଉଁ ସବୁ ହୋଟେଲରେ ଏହି ଭିଡିଓ ପ୍ରସ୍ତୁତ ହୋଇଛି, ସେହି ହୋଟେଲ ଓ ଅଫିସରୁ ମଧ୍ୟ ପୋଲିସ ସୁରାଗ ଯୋଗାଡ କରୁଥିବା ଜଣାପଡିଛି। ସୂଚନାଥାଉ କି, ୪ ଦିନ ତଳେ ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଉନ୍ମୟ ପାଢ଼ୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)