/odishatv-khabar/media/post_attachments/uploadimage/library/16_9/16_9_0/forest-1_1626504440.jpg)
forest
ଅନୁଗୁଳ : ଅନୁଗୁଳ ଡିଏଫଓ କାର୍ଯ୍ୟାଳୟରେ ସହକାରୀ ବନ୍ୟ ସଂରକ୍ଷକଙ୍କ ସହ ଅନ୍ୟ ଆକ୍ରମଣ ଅଭିଯୋଗ। ଆଜି ଏସିଏଫଙ୍କ ସହ ଅନ୍ୟ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଦୁଇ ଜଣ ବ୍ୟକ୍ତି ଅଫିସ ଭିତରକୁ ପ୍ରବେଶ କରିଥିଲେ।
Advertisment
ପରେ କୌଣସି କାରଣକୁ ନେଇ କର୍ମଚାରୀଙ୍କ ସହ ଯୁକ୍ତି ତର୍କ କରିଥିଲେ। ହଠାତ ଉତ୍ତ୍ୟକ୍ତ ହୋଇ ଏସିଏଫଙ୍କ ସମେତ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଏନେଇ ଅତିରିକ୍ତ ଏସ୍ପିଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବନ ବିଭାଗ କର୍ମଚାରୀ। ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)