Advertisment

ଆତ୍ମଘାତୀ ବିସ୍ଫୋରଣରେ ସାମ୍ବାଦିକଙ୍କ ସମେତ ୨୫ ମୃତ

କାବୁଲ: ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୪ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। […]

author-image
Otv Khabar Bureau
ଆତ୍ମଘାତୀ ବିସ୍ଫୋରଣରେ ସାମ୍ବାଦିକଙ୍କ ସମେତ ୨୫ ମୃତ

Kabul Suicide Blast

କାବୁଲ: ଆଫଗାନିସ୍ତାନରେ ପୁଣି ଆତ୍ମଘାତୀ ବିସ୍ଫୋରଣ କାବୁଲର ଦୁଇଟି ସ୍ଥାନରେ ବିସ୍ଫୋରଣ ଘଟି ୪ଜଣ ସାମ୍ବାଦିକଙ୍କ ସମେତ ବର୍ତ୍ତମାନ ସୁଦ୍ଧା୨୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ୩୦ରୁ ଅଧିକ ଆହତ ହୋଇଛନ୍ତି।

Advertisment

ବିସ୍ଫୋରଣରେ ମିଡିଆ କର୍ମୀଙ୍କୁ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ଆଜି ସକାଳେ ମୋଟର ସାଇକେଲରେ ଆସି ଜଣେ ଦୁର୍ବୃତ୍ତ ବୋମା ମାଡ କରିଥିଲା। ଏହାପରେ ଘଟଣାସ୍ଥଳକୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ଟାର୍ଗେଟ କରି ଆଉ ଏକ ବିସ୍ଫୋରଣ ହୋଇଥିଲା। ତେବେ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ISIS।

ଏଥିରେ ଆଫଗାନିସ୍ତାନରେ କାର୍ଯ୍ୟକରୁଥିବା ଏଏଫପିର ମୁଖ୍ୟ ଭିଡିଓ ଜର୍ଣ୍ଣାଲିଷ୍ଟ ସାହା ମାରାଇ ଫୈଜିଙ୍କ ସମେତ ୩ଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବାର ଜଣାପଡ଼ିଛି।  ଏଥିସହ ଅନେକ ମିଡିଆ କର୍ମୀ ଆହତ ହୋଇଛନ୍ତି।

Advertisment
Kabul Kabul Suicide Blast
Advertisment
Advertisment