/odishatv-khabar/media/post_attachments/uploadimage/library/16_9/16_9_0/sona-mohapatra_1626503001.jpg)
sona mohapatra
ମୁମ୍ବାଇ/ଭୁବନେଶ୍ୱର: ବଲିଉଡ଼ ଗାୟିକା ସୋନା ମହାପାତ୍ରଙ୍କୁ ଧମକ। ତାଙ୍କୁ ଧମକପୂର୍ଣ୍ଣ ଇ-ମେଲ ଦିଆଯାଇଥିବା ନେଇ ଟ୍ୱିଟ୍ କରିଛନ୍ତି ବଲିଉଡ଼୍ରେ ପ୍ରତିଷ୍ଠିତ ଏହି ଓଡ଼ିଆ ଗାୟିକା।
ମଦରିୟା ସୁଫି ଫାଉଣ୍ଡେସନ୍ ନାମକ ଏକ ସଂସ୍ଥା ପକ୍ଷରୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ସୋନା। ଏହି ସଂଗଠନ ସୋନାଙ୍କ ମ୍ୟୁଜିକ୍ ଭିଡିଓ ‘ତୋରି ସୁରତ’ କୁ ନେଇ ଆପତ୍ତି ଉଠାଇବା ସହ ଏହାକୁ ହଟାଇବା ଲାଗି କହିଛନ୍ତି।
Dear @MumbaiPolice I have received a threatening notice from the Madariya Sufi Foundation to remove my music video Tori Surat from all communication mediums. They claim that the video is vulgar,will flare communal tensions.I need to know whom to write in my response to at ur end
— SONA (@sonamohapatra) 30 April 2018
The Sufi Madariya foundation has also called me a ‘regular offender’ & says that they find another five year old Video of me singing a Sufiana Kalam - Piya Se Naina on coke studio insulting Islam because I’m ‘dressed exposing my body’ & playing westernised music. @MumbaiPolice
— SONA (@sonamohapatra) 30 April 2018
Respected @CPMumbaiPolice , I have been sent a threatening email notice from the Madariya Sufi Foundation demanding that I take down a music video that has been passed by the censor board of India & I would like to forward the same to your official email id along with my response
— SONA (@sonamohapatra) 30 April 2018
ଏହି ଭିଡିଓରେ ଅଶ୍ଲୀଳତା ରହିଛି ବୋଲି ଫାଉଣ୍ଡେସନ୍ ଦାବି କରିଛି। ଏପରିକି ମଦରିୟା ଫାଉଣ୍ଡେସନ୍ ସୋନାଙ୍କ ୫ ବର୍ଷ ଏକ ପୁରୁଣା ଭିଡିଓକୁ ନେଇ ମଧ୍ୟ ଆପତ୍ତି ଉଠାଇଥିବା ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ସୋନା ମହାପାତ୍ର। ଏ ନେଇ ପଦକ୍ଷେପ ନେବାକୁ ମୁମ୍ବାଇ ପୋଲିସ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି ସୋନା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)