Advertisment

ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥରମାଡ଼

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଗାଡ଼ି ଉପରକୁ ଆକ୍ରମଣ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସିଦ୍ଧି ଜିଲ୍ଲାର ଚୁରହାଟ୍‌ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ କଳାପତାକା ଦେଖାଇଥିଲେ। ତେବେ ଏହି ଘଟଣାରେ ତାଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଆକ୍ରମଣ ପରେ ଶିବରାଜ ସିଂ ବିରୋଧୀ ଦଳ ନେତା ଅଜୟ ସିଂଙ୍କୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି।  ସେପଟେ କଂଗ୍ରେସକୁ ବଦ୍‌ନାମ କରିବା ପାଇଁ […]

author-image
Otv Khabar Bureau
ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ପଥରମାଡ଼

minister vehicle attack

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନଙ୍କ ଗାଡ଼ି ଉପରକୁ ଆକ୍ରମଣ। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସିଦ୍ଧି ଜିଲ୍ଲାର ଚୁରହାଟ୍‌ ଅଞ୍ଚଳରେ ଯାତ୍ରା କରୁଥିବା ବେଳେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିବା ସହ କଳାପତାକା ଦେଖାଇଥିଲେ।

Advertisment

ତେବେ ଏହି ଘଟଣାରେ ତାଙ୍କର କିଛି କ୍ଷୟକ୍ଷତି ହୋଇ ନାହିଁ। ଆକ୍ରମଣ ପରେ ଶିବରାଜ ସିଂ ବିରୋଧୀ ଦଳ ନେତା ଅଜୟ ସିଂଙ୍କୁ ଆକ୍ରମଣ ପାଇଁ ଦାୟୀ କରିଛନ୍ତି।  ସେପଟେ କଂଗ୍ରେସକୁ ବଦ୍‌ନାମ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

Advertisment
Advertisment