Advertisment

ଶ୍ରୀନଗର ଛତବଲରେ ଏନକାଉଣ୍ଟର

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ। ଏହା ସହିତ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏନ୍‌କାଉଣ୍ଟର ଶେଷ ହୋଇଛି। ଏନ୍‌କାଉଣ୍ଟରରେ ୩ ଜଣ ସିଆର୍‌ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଜି ଭୋର୍‌ରୁ ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆରମ୍ଭ ହୋଇଥିଲା […]

author-image
Otv Khabar Bureau
ଶ୍ରୀନଗର ଛତବଲରେ ଏନକାଉଣ୍ଟର

terrorists killed

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀର ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କବାଦୀ ନିହତ। ଏହା ସହିତ ପ୍ରାୟ ୪ ଘଣ୍ଟା ଧରି ଚାଲିଥିବା ଏନ୍‌କାଉଣ୍ଟର ଶେଷ ହୋଇଛି। ଏନ୍‌କାଉଣ୍ଟରରେ ୩ ଜଣ ସିଆର୍‌ପିଏଫ୍ ଯବାନ ଓ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

Advertisment

ଆଜି ଭୋର୍‌ରୁ ତବେଲା ଛତବଲ୍ ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ଗୋଟିଏ ଘରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇ ତାକୁ ଚାରିଆଡୁ ଘେରି ଯାଇଥିଲେ ସୁରକ୍ଷାକର୍ମୀ। ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ।

Srinagar Encounter Three Terrorist Killed
Advertisment
Advertisment