/odishatv-khabar/media/post_attachments/uploadimage/library/16_9/16_9_0/25787998624_3ca213be1e_o_1626430191.jpg)
spacex
ୱାସିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍ ‘ଫାଲକନ ହେଭି’ ମହାକାଶକୁ ଯାଇଛି। ଘରୋଇ କମ୍ପାନୀ SPACE X ପକ୍ଷରୁ ଏହାକୁ ଉତ୍କ୍ଷେପନ ହୋଇଯାଇଛି। ଆମେରିକାର ଫେ୍ଲାରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହି ଉତ୍କ୍ଷେପଣ ଗତକାଲି ହୋଇଛି। ଏହାର ଓଜନ ପାଖାପାଖି ୬୩.୮ ଟନ୍ ଓ ଲମ୍ବ ୨୩୦ ଫୁଟ୍ ରହିଛି। ରକେଟ୍ରେ ୨୭ଟି ଶକ୍ତିଶାଳୀ ଇଂଜିନ ରହିଛି। ଏହା ମଙ୍ଗଳ ଗ୍ରହ ପର୍ଯ୍ୟନ୍ତ ଯିବ।
Advertisment
ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମ ଥର ପାଇଁ ଏକ କାରକୁ ରକେଟ୍ରେ ଉତ୍କ୍ଷେପଣ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)