Advertisment

ଏସି ବଗିରେ ଧୂଆଁ

ସମ୍ବଲପୁର: ଟ୍ରେନ ଏସି ବଗିରେ ଧୂଆଁ। ଆଜି ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ର ଗୋଟିଏ ଏସି ବଗିରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା। ରାଉରକେଲା-ଝାରସୁଗୁଡ଼ା ରୁଟ୍ ମଧ୍ୟରେ ଏସି ବଗିଟିରୁ ଧୂଆଁ ବାହାରୁଥିବା ପ୍ରଥମେ ଯାତ୍ରୀ ଦେଖିଥିଲେ। ଏହାପରେ ସଂପୃକ୍ତ ବଗିରୁ ଏସି ବନ୍ଦ କରାଯାଇଥିଲା। ତେବେ ସମ୍ବଲପୁରରେ ସଂପୃକ୍ତ ବଗି ବଦଳାଯିବା ପରେ ପୁଣିଥରେ ଟ୍ରେନ୍ ଛାଡିଥିଲା। ଏସିରୁ ସଟ୍ ସର୍କିଟ ହୋଇ ଧୂଆଁ ବାହାରୁଥିବା ଅନୁମାନ କରାଯାଉଛି।

author-image
Otv Khabar Bureau
ଏସି ବଗିରେ ଧୂଆଁ

train

ସମ୍ବଲପୁର: ଟ୍ରେନ ଏସି ବଗିରେ ଧୂଆଁ। ଆଜି ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ୍‌ର ଗୋଟିଏ ଏସି ବଗିରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା।

Advertisment

ରାଉରକେଲା-ଝାରସୁଗୁଡ଼ା ରୁଟ୍ ମଧ୍ୟରେ ଏସି ବଗିଟିରୁ ଧୂଆଁ ବାହାରୁଥିବା ପ୍ରଥମେ ଯାତ୍ରୀ ଦେଖିଥିଲେ। ଏହାପରେ ସଂପୃକ୍ତ ବଗିରୁ ଏସି ବନ୍ଦ କରାଯାଇଥିଲା।

ତେବେ ସମ୍ବଲପୁରରେ ସଂପୃକ୍ତ ବଗି ବଦଳାଯିବା ପରେ ପୁଣିଥରେ ଟ୍ରେନ୍ ଛାଡିଥିଲା। ଏସିରୁ ସଟ୍ ସର୍କିଟ ହୋଇ ଧୂଆଁ ବାହାରୁଥିବା ଅନୁମାନ କରାଯାଉଛି।

Advertisment
Train Samleshwari Express
Advertisment
Advertisment