/odishatv-khabar/media/post_attachments/uploadimage/library/16_9/16_9_0/sibaprasad_1626500306.jpg)
sibaprasad
କୋରାପୁଟ: ନୂଆ ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ କୋରାପୁଟର ବରିଷ୍ଠ କଂଗ୍ରେସ ନେତା ଶିବପ୍ରସାଦ ପଟ୍ଟନାୟକ ରବିବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ପୂର୍ବରୁ କୋରାପୁଟ ଜିଲ୍ଲାର କଂଗ୍ରେସ ସଭାପତି ଥିଲେ।
Advertisment
ଦଳ ସଜାଡ଼ିବା ଲାଗି ନିରଞ୍ଜନ ପଟ୍ଟନାୟକଙ୍କ ମୁଣ୍ଡରେ ଗୁରୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦଳ ଛାଡ଼ିଛନ୍ତି ବରିଷ୍ଟ ନେତା ଶିବପ୍ରସାଦ। ୪ଟି କାରଣ ପାଇଁ ସେ ଦଳ ଛାଡ଼ିଥିବା କହିଛନ୍ତି।
କଂଗ୍ରେସର ବ୍ରିଟିଶ ଶାସନ ଚାଲିବା ସହ ଦଳର ଆଦର୍ଶ ନାହିଁ କି ଶୃଙ୍ଖଳା ନାହିଁ, କାଦୁଅ ଫିଙ୍ଗାଫିଙ୍ଗି ଓ ବରିଷ୍ଠମାନଙ୍କୁ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରିନି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)