Advertisment

ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ଜମୁଛି ବେପାର

ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଉପବାସ ରଖି ଏହି ବ୍ରତ ପାଳନ କରନ୍ତି। ସାରା ଦିନ ଉପବାସ ରହି ପତ୍ନୀମାନେ କେବଳ ଫଳମୂଳ ଖାଇ ପୂଜା ଆରାଧନା କରନ୍ତି। ତେବେ ସାବିତ୍ରୀ ବ୍ରତ ପାଳନ ବେଳେ ଫଳର ଗୁରୁତ୍ୱ ଥିବାରୁ ଭଲ ଜମିଥାଏ ଫଳ ବଜାରରେ ବେପାର।

author-image
Otv Khabar Bureau
ସାବିତ୍ରୀ ବ୍ରତ ପାଇଁ ଫଳ ବଜାରରେ ଜମୁଛି ବେପାର

fruits market

ଭୁବନେଶ୍ୱର: ଆସନ୍ତାକାଲି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପତ୍ନୀ ଉପବାସ ରଖି ଏହି ବ୍ରତ ପାଳନ କରନ୍ତି। ସାରା ଦିନ ଉପବାସ ରହି ପତ୍ନୀମାନେ କେବଳ ଫଳମୂଳ ଖାଇ ପୂଜା ଆରାଧନା କରନ୍ତି।

Advertisment

ତେବେ ସାବିତ୍ରୀ ବ୍ରତ ପାଳନ ବେଳେ ଫଳର ଗୁରୁତ୍ୱ ଥିବାରୁ ଭଲ ଜମିଥାଏ ଫଳ ବଜାରରେ ବେପାର।

Savitri Brata
Advertisment
Advertisment